Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍, ବଙ୍ଗୀୟ ପର୍ଯ୍ୟଟକ ଭାଇରାଲ୍ କରିଥିବା ଚର୍ଚ୍ଚା

8/07/2022 at 5:45 PM

ପୁରୀ, ୦୮/୦୭: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍ ।‌ ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ୍ କରିଥିବା ଚର୍ଚ୍ଚା ହେଉଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ ଥିବାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରହିଛି । ମହାପ୍ରଭୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ମଧ୍ୟ ହେଉଛି । ଗୁଣ୍ଡିଚା ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ପ୍ରବେଶ ଦ୍ଵାର ଠାରେ ପୋଲିସ ପକ୍ଷରୁ କଡା ଚେକିଙ୍ଗ କରାଯାଉଥିବା ବେଳେ ଭକ୍ତମାନେ ମନ୍ଦିର ଭିତରକୁ କିଭଳି ମୋବାଇଲ ନେଉଛନ୍ତି ଏବଂ ଫଟୋ ଭାଇରାଲ୍‌ କରୁଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି।‌

   Related Posts