vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଶ୍ରୀମନ୍ଦିର ନୀତି ବିଭ୍ରାଟ ପାଇଁ ଦାୟୀ କିଏ ?

17/04/2018 at 8:36 AM

ଗତକାଲିଠୁ ଶ୍ରୀଜିଉ ଉପବାସରେ ଅଛନ୍ତି
ସୁଆର ଓ ମହାସୁଆର ନିଯୋଗର ସଦସ୍ୟମାନେ ଆନ୍ଦୋଳନରେ ବସିଛନ୍ତି
ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ମଧ୍ୟରେ ଟଣାଓଟରା ଚାଲିଛି
କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ମହାସୁଆର ନିଯୋଗ
ପୋତା ହେବ ପାଇଁ ରୋଷ ଘରୁ ଉଠିଛି ଭୋଗ
ଉପବନରେ ପୋତା ଯିବା ପାଇଁ ପ୍ରସ୍ତୁତି ଆରମ୍ଭ
ନୀତି ବିଭ୍ରାଟ ଯୋଗୁଁ ଅନିଦ୍ରା ଓ ଉପବାସରେ ଶ୍ରୀଜିଉ
ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି
ଶ୍ରୀଜୀଉଙ୍କ ବିଭ୍ରାଟ ଯୋଗୁଁ ଆଜି ଗୃହରେ ମଧ୍ୟ ଅସନ୍ତୋଷ ଦେଖା ଦେଇଛି
ବାଚସ୍ପତି ଦିନ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି

Leave a Reply

   Related Posts