ଶ୍ରୀମନ୍ଦିର ନୀତି ବିଭ୍ରାଟ ପାଇଁ ଦାୟୀ କିଏ ?
17/04/2018 at 8:36 AM

ଗତକାଲିଠୁ ଶ୍ରୀଜିଉ ଉପବାସରେ ଅଛନ୍ତି
ସୁଆର ଓ ମହାସୁଆର ନିଯୋଗର ସଦସ୍ୟମାନେ ଆନ୍ଦୋଳନରେ ବସିଛନ୍ତି
ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ମଧ୍ୟରେ ଟଣାଓଟରା ଚାଲିଛି
କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ମହାସୁଆର ନିଯୋଗ
ପୋତା ହେବ ପାଇଁ ରୋଷ ଘରୁ ଉଠିଛି ଭୋଗ
ଉପବନରେ ପୋତା ଯିବା ପାଇଁ ପ୍ରସ୍ତୁତି ଆରମ୍ଭ
ନୀତି ବିଭ୍ରାଟ ଯୋଗୁଁ ଅନିଦ୍ରା ଓ ଉପବାସରେ ଶ୍ରୀଜିଉ
ଘଟଣାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି
ଶ୍ରୀଜୀଉଙ୍କ ବିଭ୍ରାଟ ଯୋଗୁଁ ଆଜି ଗୃହରେ ମଧ୍ୟ ଅସନ୍ତୋଷ ଦେଖା ଦେଇଛି
ବାଚସ୍ପତି ଦିନ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି
Related Posts
କିଶୋର ଜେନାଙ୍କୁ ଦେଢ଼ କୋଟି ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
4 October 2023