ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ୱର – ଦୋକାନ ଭିତରେ ଅନୈତିକ କାର୍ଯ୍ୟ ଅଭିଯୋଗରେ ଦୋକାନିକୁ ନିସ୍ତୁକ ମାଡି ମାରିଲେ ମହିଳା

2/12/2019 at 4:35 PM

ବାଲେଶ୍ୱର ୦୨।୧୨ – ଦୋକାନ ଭିତରେ ପଶି ଦୋକାନିକୁ  ପ୍ରବଳ ମାଡ ।  ଚପଲରେ ମାଡ ମାରିବା ସହ ବିଧା ଗୋଇଠା ମାରୁଛନ୍ତି  ଜଣେ ମହିଳା ଓ ଅନ୍ୟ କିଛି ଯୁବକ । ଏହି ଘଟଣା  ବାଲେଶ୍ୱର  ସହର ଫ୍ଲାଏ ଓଭର୍‌ ତଳେ ଏହି ଘଟଣା ଘଟିଛି  ।

ଲୁଗା ଦୋକାନ ଭିତରେ ଏହି ଘଟଣା ଘଟିଛି ।  ଦୋକାନ ମଧ୍ୟର ଲୁଗା ଦୋକାନି ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏହାପରେ କିଛି ଲୋକ  ଦୋକାନିଙ୍କୁ ମାଡ ମାରିଥିଲେ ।  ଏବେ ଏହି ମାଡର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି  । ଏନେଇ ସହଦେବ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି ।

   Related Posts