ଅଦିନିଆ ବର୍ଷା ଓ ଝଡ଼ ତୋଫାନ ; ୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି
3/05/2018 at 9:59 AM

ଅଦିନିଆ ବର୍ଷା ଓ ଝଡ଼ ତୋଫାନ … ୩ ଜଣଙ୍କ ମୃତ୍ୟୁ, ୬ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି..ଜିଲ୍ଲାପାଳଙ୍କ ତଥ୍ୟ ପରେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା … କାଳବୈଶାଖୀ ଜନିତ କ୍ଷୟକ୍ଷତି ରିପୋର୍ଟ ଦେଲେ ଡେପୁଟି ଏସ୍ ଆରସି…