oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଛତିଶଗଡ଼ ବିବାଦକୁ ନେଇ ଏସ୍‌ଆର୍‌ସିଙ୍କ ପ୍ରତିକ୍ରିୟା, ସ୍ଥିତି ଦେଖି ନିଷ୍ପତି ହେଉଛି

15/08/2022 at 4:46 PM

ଭୁବନେଶ୍ୱର, ୧୫/୦୮: ହିରାକୁଦ ଗେଟ ବନ୍ଦ କରିବାକୁ ନେଇ ଛତିଶଗଡ ସହ ଆମର କିଛି ସଂପର୍କ ନଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ୍ତ କୁମାର ଜେନା । ଛତିଶଗଡରେ ପ୍ରବଳ ବର୍ଷା ହୋଇଛି ସତ ହେଲେ ଆମର ବି ଏଠି ଆହୁରି ପ୍ରବଳ ବର୍ଷା ହୋଇଛି । ଆମେ ହୀରାକୁଦ ଡ୍ୟାମର କେବଳ ଗୋଟିଏ ପୋଜିସନ ଦେଖିଲେ ହେବନି । ତା ତଳେ ମହାନଦୀ ବେସିନରେ ତେଲ ନଦୀ ଅବବାହିକା ଅଞ୍ଚଳ ରହିଛି । ତେଲ ନଦୀ ଆମକୁ ପ୍ରତି ସେକେଣ୍ଡରେ ସାଢେ ୫ ଲକ୍ଷ କ୍ୟୁସେକ୍‌ ପାଣି ଦେବ । ତାକୁ ମଧ୍ୟ ଆମେ ହିସାବକୁ ନେବୁ ବୋଲି କହିଛନ୍ତି ଏସ୍‌ଆର୍‌ସି ।

ଏହା ବାହାରେ ବି କନ୍ଧମାଳ ଜିଲ୍ଲା ଓ ନୟାଗଡ ଜିଲ୍ଲାର ବର୍ଷାକୁ ବି ଆମେ ହିସାବକୁ ନେଉଛୁ । ସେ ସବୁକୁ ନେଇ ଆମ ଜଳ ବିଭାଗୀୟ ଯନ୍ତ୍ରୀମାନେ ହିସାବ କରି ନିଷ୍ପତ୍ତି ନେଉଛନ୍ତି । ଏଠି ଓଡିଶା ଓ ଛତିଶଗଡ ଭିତରେ କିଛି ସଂପର୍କ କଥା ନାହିଁ । ସ୍ଥାନୀୟ ଅଞ୍ଚଳ ସ୍ଥିତି ଦେଖି ବୌଷୟିକ ଭାବେ ନିଷ୍ପତି ହେଉଛି । ଏହା ପ୍ରଶାସନିକ ନିଷ୍ପତ୍ତି ନୁହେଁ ବୋଲି ।       

   Related Posts