AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଶ୍ରଦ୍ଧାଞ୍ଜଳୀଙ୍କୁ ଝଟକା, ଆଗୁଆ ଜାମିନ ଦେବାକୁ ମନାକଲେ ହାଇକୋର୍ଟ

17/01/2023 at 1:53 PM

କଟକ ୧୭/୦୧: ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳୀଙ୍କୁ ଝଟକା । ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଆଗୁଆ ଜାମିନ୍ ଦେବାକୁ ମନାକଲେ ହାଇକୋର୍ଟ । ଚାର୍ଜସିଟ୍‌ରେ ଅଭିଯୁକ୍ତ ଭାବେ ଦର୍ଶଯାଇଥିବାରୁ ଜାମିନ ଦେବାକୁ ମନାକଲେ ହାଇକୋର୍ଟ ।

କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରୁ ମିଳିଛି ସାଙ୍ଘାତିକ ତଥ୍ୟ । ଇଡି ଚାର୍ଜସିଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ହାଜର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ସମନ ଜାରି କରିଛି ଇଡି । ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସେହିଦିନ ସମସ୍ତ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱରଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

   Related Posts