Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଜୁନିୟର ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଫେନସିଂ ଟିମ୍ ଚୟନ ଶିଵିର

3/07/2022 at 2:42 PM

କଟକ ୦୩।୦୭ : ଅଗଷ୍ଟରେ ଲଣ୍ଡନରେ ଖେଳାଯିବାକୁ ଥିବା ଜୁନିୟର କମନୱେଲଥ ଗେମସ୍ ପାଇଁ ଫେନସିଂ ଟିମ୍ ଚୟନ ଶିଵିର ଆରମ୍ଭ ।ଅଲ ଇଣ୍ଡିଆ ଫେନସିଂ ସଂଘ କଟକର ଇଣ୍ଡୋର ଷ୍ଟାଡିୟମରେ ଏହି ଶିଵିର ଆରମ୍ଭ କରିଛି। ଵିଭିନ୍ନ ରାଜ୍ୟର ଵାଳକ ଓ ଵାଳିକା ଵର୍ଗରେ ୨୫୦ ଖେଳାଳୀ ଏହି ଚୟନ ଶିଵିରରେ ଯୋଗ ଦେଇଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ୧୨ ଜଣ ମହିଳା ଖେଳାଳୀଙ୍କୁ ଵଛାଯିଵ। ଏହି ଟିମ ଆସନ୍ତା ଅଗଷ୍ଟ ମାସରେ  ଲଣ୍ଡନ ଗସ୍ତ କରିବ।  ଏହାସହ ୪ଜଣ ପୁରୁଷ  ଅଫିସିଆଲ ଓ ୫ଜଣ ମହିଳା ଅଫିସିଆଲଙ୍କୁ ମଧ୍ୟ ଟିମ୍ ସହ ଯିବା ପାଇଁ ଏହି ଶିଵିରରେ ଚୟନ କରାଯିଵ।

   Related Posts