ସଂସଦର ସ୍ୱତନ୍ତ୍ର ଅଧିବେଶନ; ରବିବାର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ  

ନୂଆଦିଲ୍ଲୀ,୧୬/୯: ୧୮ ତାରିଖରୁ  ସଂସଦର ସ୍ୱତନ୍ତ୍ର ଅଧିବେଶନ । ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମ ଦିନ ପୁରୁଣା  ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିବ । ପରେ ଗଣେଶ ଚତୁର୍ଥୀରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ନୂଆ ସଂସଦ ଭବନରେ ଅଧିବେଶନ ଶୁଭାରମ୍ଭ ହେବ । ଏହା ପୂର୍ବରୁ ରବିବାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା  ଅଧ୍ୟକ୍ଷ ଜଗଦୀପ ଧନଖଡ଼ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ । ସଂସଦର ଗଜଦ୍ୱାର … Continue reading ସଂସଦର ସ୍ୱତନ୍ତ୍ର ଅଧିବେଶନ; ରବିବାର ନୂଆ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ