Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କମଲ ହାସନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରେଖା : ଜବରଦସ୍ତି କରିଥିଲେ କିସ୍

26/02/2020 at 12:50 PM

ମୁମ୍ବାଇ ୨୬/୨: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରେଖାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ରେଖା,କମଲ ହାସନଙ୍କ ସହ ଫିଲ୍ମ ‘ପୁନ୍ନଗି ମନନ’ରେ କିସିଙ୍ଗ୍ ସିନ୍ ବିଷୟରେ କହୁଛନ୍ତି। ଭିଡିଓରେ ରେଖା କହୁଛନ୍ତି ଯେ ଏହି ସିନ୍ ତାଙ୍କୁ ନ ଜଣାଇ ସୁଟିଙ୍ଗ୍ କରାଯାଇଥିଲା।

ଭିଡିଓରେ ରେଖା କହୁଛନ୍ତି- ଏହି କିସିଙ୍ଗ୍ ସିନ୍ ମୋତେ ନଜଣାଇ ସୁଟିଙ୍ଗ୍ କରାଯାଇଥିଲା। ସୁରେଶ କୃଷ୍ଣା ଏବଂ ବସନ୍ତ ଏହି ଫିଲ୍ମର ଆସୋସିଏଟ୍ ଡାଇରେକ୍ଟର ଥିଲେ।

କିନ୍ତୁ ଏବେ ଏବିଷୟରେ ପଚରାଯିବାରୁ ରେଖା କହୁଛନ୍ତି ଏବେ କ୍ଷମା ପାଇଁ କହିଲେ ଲାଭ କ’ଣ? ଫିଲ୍ମ ତ ସୁପରହିଟ୍ ହୋଇଗଲାଣି। କମଲଙ୍କୁ ଏବେ ୬୫ବର୍ଷ।ଆଉ ରେଖାଙ୍କୁ ମଧ୍ୟ ଏହି ଫିଲ୍ମ କରିବା ପରଠୁ ଫିଲ୍ମ ଅଫର ହୋଇଥିଲା।

   Related Posts