କମଲ ହାସନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରେଖା : ଜବରଦସ୍ତି କରିଥିଲେ କିସ୍
26/02/2020 at 12:50 PM

ମୁମ୍ବାଇ ୨୬/୨: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରେଖାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ରେଖା,କମଲ ହାସନଙ୍କ ସହ ଫିଲ୍ମ ‘ପୁନ୍ନଗି ମନନ’ରେ କିସିଙ୍ଗ୍ ସିନ୍ ବିଷୟରେ କହୁଛନ୍ତି। ଭିଡିଓରେ ରେଖା କହୁଛନ୍ତି ଯେ ଏହି ସିନ୍ ତାଙ୍କୁ ନ ଜଣାଇ ସୁଟିଙ୍ଗ୍ କରାଯାଇଥିଲା।

ଭିଡିଓରେ ରେଖା କହୁଛନ୍ତି- ଏହି କିସିଙ୍ଗ୍ ସିନ୍ ମୋତେ ନଜଣାଇ ସୁଟିଙ୍ଗ୍ କରାଯାଇଥିଲା। ସୁରେଶ କୃଷ୍ଣା ଏବଂ ବସନ୍ତ ଏହି ଫିଲ୍ମର ଆସୋସିଏଟ୍ ଡାଇରେକ୍ଟର ଥିଲେ।

କିନ୍ତୁ ଏବେ ଏବିଷୟରେ ପଚରାଯିବାରୁ ରେଖା କହୁଛନ୍ତି ଏବେ କ୍ଷମା ପାଇଁ କହିଲେ ଲାଭ କ’ଣ? ଫିଲ୍ମ ତ ସୁପରହିଟ୍ ହୋଇଗଲାଣି। କମଲଙ୍କୁ ଏବେ ୬୫ବର୍ଷ।ଆଉ ରେଖାଙ୍କୁ ମଧ୍ୟ ଏହି ଫିଲ୍ମ କରିବା ପରଠୁ ଫିଲ୍ମ ଅଫର ହୋଇଥିଲା।

Related Posts
ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟିପାରେ
29 January 2023
କମାଲ୍ କରୁଛି ପଠାନ: ୪ ଦିନରେ ୪୦୦ କୋଟି
29 January 2023
ରେକର୍ଡ କରୁଛି ପଠାନ, ୫ ଦିନରେ ବଲିଉଡର ଟପ୍ ୧୦ରେ କରିବ ଏଣ୍ଟ୍ରି !
29 January 2023