ମୁମ୍ବାଇ ୨୯/୨: ଦକ୍ଷିଣ ଭାରତୀୟ ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ଏଣ୍ଡ୍ରିଆ ଜେରେମିଆ ନିଜ କାମ ଦ୍ବାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି। ନିକଟରେ ସେ ନିଜ କାମକୁ ନେଇ କହିଛନ୍ତି ଯେ ସେ ଏବେ ବେଡରୁମ ସିନ୍ କରି କରି ଥକି ସାରିଲେଣି। ଅନେକ ଫିଲ୍ମରେ ବୋଲ୍ଡ ସିନ୍ ଦେଇଥିବା ଏଣ୍ଡ୍ରିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଅଧିକାଂଶ ଫିଲ୍ମରେ ବେଡରୁମ୍ ସିନ୍ ଅଫର କରାଯାଏ।
{"id":230738,"sizeSlug":"large"}ଏଣ୍ଡ୍ରିଆ,ଗୌତମ ବାସୁଦେବ ମେନନଙ୍କ ନିର୍ଦେଶନାରେ ହୋଇଥିବା ଫିଲ୍ମ ‘ପଚାଇକି ମୁଥୁଚରମ୍’ରୁ ଡେବ୍ୟୁ କରିଥିଲେ। ନିଜ ଡେବ୍ୟୁ ପୂର୍ବରୁ ସେ ଏକ କନ୍ନଡ଼ ଫିଲ୍ମ ‘ନାଲ୍ ମୁଧାଲ’ରେ ଛୋଟ ଭୂମିକାରେ ଅଭିନୟ କରିଥିଲେ।
{"id":230739,"sizeSlug":"large"}ଏଣ୍ଡ୍ରିଆ ଗତ ବର୍ଷ ଫିଲ୍ମ ‘ଭଡ଼ା ଚେନ୍ନାଇ’ରେ ନଜର ଆସିଥିଲେ ଯାହାର ନିର୍ଦେଶନା ଦେଇଥିଲେ ବେତିମାରନ୍। ଏହି ଫିଲ୍ମରେ ସେ ବେଡରୁମ୍ ସିନ୍ କରିଥିଲେ।
{"id":230740,"sizeSlug":"large"}ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ସବୁ ଫିଲ୍ମରେ ଏକା ପରି ବେଡରୁମ୍ ସିନ୍ କରି କରି ବୋର୍ ହୋଇ ଯାଇଛନ୍ତି।
{"id":230741,"sizeSlug":"large"}ଯଦି ତାଙ୍କୁ କେହି ଭଲ ରୋଲ୍ ଅଫର କରନ୍ତି ଏବଂ ସେଥିରେ କମ୍ ଟଙ୍କା ଫିସ୍ ହେଲେ ମଧ୍ୟ ସେ କାମ କରିବାକୁ ପ୍ରସ୍ତୁତ।
{"id":230742,"width":595,"height":372,"sizeSlug":"large"}ଏଣ୍ଡ୍ରିଆଙ୍କ ଆଗାମୀ ଫିଲ୍ମ କଥା କହିବା ଯଦି ସେ ଏବେ ତଲପତି ବିଜୟଙ୍କ ଫିଲ୍ମ ‘ମାଷ୍ଟର’ରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଏଣ୍ଡ୍ରିଆ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
{"id":230736,"sizeSlug":"large"}