ସାଉଥ ଅଭିନେତା ହରିଶ ପେନଗନ୍ଙ୍କ ଦେହାନ୍ତ, ୪୯ ବର୍ଷରେ ଦୁନିଆକୁ କହିଲେ ଅଲବିଦା
ମୁମ୍ଵାଇ ୦୧।୦୬: ସାଉଥ ସିନେମା ଜଗତରୁ ଦୁଃଖ ଖବର ସାମ୍ନାକୁ ଆସିଛି। ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ହରିଶ ପେନଗନଙ୍କ ଦେହାନ୍ତ ହୋଇଛି। ୪୯ ବର୍ଷିୟ ହରିଶ ଯକୃତ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ଅଭିନେତା ହରିଶ ଦୁନିଆକୁ ଅଲବିଦା କହିଛନ୍ତି। ଯେଉଁ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି। ଗତ କିଛି ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ଅନେକ ସେଲିବ୍ରେଟଙ୍କ ମୃତ୍ୟୁରେ ସମସ୍ତେ ଚକିତ ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ହରିଶ ଦୀର୍ଘ ସମୟ … Continue reading ସାଉଥ ଅଭିନେତା ହରିଶ ପେନଗନ୍ଙ୍କ ଦେହାନ୍ତ, ୪୯ ବର୍ଷରେ ଦୁନିଆକୁ କହିଲେ ଅଲବିଦା
Copy and paste this URL into your WordPress site to embed
Copy and paste this code into your site to embed