ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ଫାଇନାଲରେ ମେନ୍‌ ଇନ୍‌ ବ୍ଲୁକୁ ରୋକିବା ଅସମ୍ଭବ…

କୋଲକାତା ୧୭।୧୧ : ଫାଇନାଲ ମ୍ୟାଚ୍‌ ପୂର୍ବରୁ ଦାଦାଙ୍କ ବଡ଼ ବୟାନ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅଷ୍ଟ୍ରେଲିଆ  ବିପକ୍ଷ ବିଶ୍ୱକପ୍‌ ଫାଇନାଲ୍‌ ମୁକାବିଲା ପାଇଁ  ଭାରତକୁ ଶୁଭକାମନା ଜଣାଇଛନ୍ତି । ସେ ମ୍ୟାନ୍‌  ଇନ୍‌ ବ୍ଲୁ ଦଳର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ  କରିବା ସହ ଏଥର ଟାଇଟଲ୍‌ ଜିତିପାରିବ  ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଚମକପ୍ରଦ  ପ୍ରଦର୍ଶନ କରିଆସିଛି । ଆଉ ଗୋଟିଏ ମ୍ୟାଚ୍‌ … Continue reading ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ଫାଇନାଲରେ ମେନ୍‌ ଇନ୍‌ ବ୍ଲୁକୁ ରୋକିବା ଅସମ୍ଭବ…