ସୋର ବାସୀଙ୍କ ଦୁଃଖ ପାଲଟିଛି ସହରର ଉତ୍ତରେଶ୍ବର ଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍
2/09/2018 at 3:02 AM

ସୋର ବାସୀଙ୍କ ଦୁଃଖ ପାଲଟିଛି ସହରର ଉତ୍ତରେଶ୍ବର ଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍ । ଏହି ଓଭରବ୍ରିଜ୍ ନିର୍ମାଣ ୧୦ ବର୍ଷ ହେଲା ଚାଲିଥିଲେ ମଧ୍ୟ ନିର୍ମାଣ କାମ ସରୁନାହିଁ ।ଆଉ ଓଭରବ୍ରିଜ୍ ନିର୍ମାଣ ଚାଲିଥିବା ବେଳେ କନ୍ୟାଶ୍ରମ ଛକଠାରୁ ଉତ୍ତରେଶ୍ବର ପର୍ଯ୍ୟନ୍ତ ୪ଶହ ମିଟର ଆପ୍ରୋଚ୍ ରୋଡ୍ କାମ କରାଯାଉନାହିଁ । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।ଏହି ସମସ୍ୟାକୁ ହ୍ବାଟ୍ସଆପ୍ ରିପୋର୍ଟରରେ ଉଠାଇଛନ୍ତି ସୋରର ଜଣେ ଦର୍ଶକ ସଂଜୟ ମହାଳିକ।
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022