vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି, କୋଠଭୋଗ ଛାଡି ସବୁ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଉମରକୋଟ : ଚାଲାଣ ବେଳେ କଲରା ପତରିଆ ବାଘ ଛାଲ ଜବତ, ଜଣେ ଗିରଫ
  • ||
  • ସୁବର୍ଣ୍ଣପୁର : ମୋବାଇଲ୍ ଦୋକାନରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ପ୍ରାୟ ୨୫ଲକ୍ଷ ଟଙ୍କାର ଫୋନ୍
  • ||
  • କଣ୍ଟାବାଞ୍ଝି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ସାଲେପୁର : ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା
  • ||
  • ଭୋଗରାଇ : ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତ : ଦୁଇ ସାଙ୍ଗ ମୃତ, ୪ ଗୁରୁତର
  • ||
  • ୫ ହଜାର ଫୁଟ୍ ଉପରେ କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ
  • ||
  • ତେଲକୋଇ : ତେଲକୋଇ ରେଞ୍ଜରେ ଘର ଭାଙ୍ଗି ଧାନ ଖାଇଗଲେ ହାତୀ ପଲ, ଘଉଡାଇବାକୁ ବନ ବିଭାଗର ଉଦ୍ୟମ
  • ||
  • ଚାନ୍ଦବାଲି : ଝିଅ ପାଇଁ ବରପାତ୍ର ଦେଖିବାକୁ ଯିବାବେଳେ ଅଘଟଣ, ବାଇକ୍‌ରୁ ଖସିପଡି ବାପାଙ୍କ ମୃତ୍ୟୁ
  • ||
  • ବିଜେପିର ମିଶନ ତେଲେଙ୍ଗାନା : ଶନିବାରଠୁ ହାଇଦ୍ରାବାଦରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
  • ||

ସୋର ବାସୀଙ୍କ ଦୁଃଖ ପାଲଟିଛି ସହରର ଉତ୍ତରେଶ୍ବର ଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍

2/09/2018 at 3:02 AM

ସୋର ବାସୀଙ୍କ ଦୁଃଖ ପାଲଟିଛି ସହରର ଉତ୍ତରେଶ୍ବର ଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍ । ଏହି ଓଭରବ୍ରିଜ୍ ନିର୍ମାଣ ୧୦ ବର୍ଷ ହେଲା ଚାଲିଥିଲେ ମଧ୍ୟ ନିର୍ମାଣ କାମ ସରୁନାହିଁ ।ଆଉ ଓଭରବ୍ରିଜ୍ ନିର୍ମାଣ ଚାଲିଥିବା ବେଳେ କନ୍ୟାଶ୍ରମ ଛକଠାରୁ ଉତ୍ତରେଶ୍ବର ପର୍ଯ୍ୟନ୍ତ ୪ଶହ ମିଟର ଆପ୍ରୋଚ୍ ରୋଡ୍ କାମ କରାଯାଉନାହିଁ । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି ।ଏହି ସମସ୍ୟାକୁ ହ୍ବାଟ୍ସଆପ୍ ରିପୋର୍ଟରରେ ଉଠାଇଛନ୍ତି ସୋରର ଜଣେ ଦର୍ଶକ ସଂଜୟ ମହାଳିକ।

   Related Posts