ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୋନୁ ସୁଦ୍‌

Published By : Prameya-News7 Bureau | May 28, 2022 IST

ଭୁବନେଶ୍ୱର ୨୮/୦୫ : ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍‌ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। କୋଭିଡ ସମୟରେ ଅନେକଙ୍କୁ ସହାୟତାର ହାତ ବଢ଼ାଇଥିଲେ ସୋନୁ ସୁଦ୍‌। ସୋନୁଙ୍କ ସହାୟତାରେ ୭୦ ରୁ ଅଧିକ ପ୍ରବାସି ଓଡ଼ିଆ ଘରକୁ ଫେରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.