ସଂରକ୍ଷଣ ବିବାଦ ପ୍ରସଙ୍ଗ : ସୋନପୁର ଜିଲ୍ଲାପାଳଙ୍କୁ ଜବାବ ତଲବ

Published By : Prameya-News7 Bureau | January 07, 2022 IST

କଟକ ୭।୧: ସଂରକ୍ଷଣ ବିବାଦ ପ୍ରସଙ୍ଗରେ ସୋନପୁର ଜିଲ୍ଲାପାଳଙ୍କୁ ଜବାବ ତଲବ । ଜିଲ୍ଲାର କୌଣସି ସରପଞ୍ଚ ପଦ ଜନଜାତିଙ୍କ ଲାଗି ସଂରକ୍ଷିତ ନଥିବା ଅଭିଯୋଗ । ସୋମବାର ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୋନପୁର ଜିଲ୍ଲାରେ ୧୦୯ଟି ସରପଞ୍ଚ ପଦବୀ ଅଛି । ବଳଭଦ୍ର କୁଅଁରଙ୍କ ପକ୍ଷରୁ ମାମଲା ଦାୟର ହୋଇଛି । ସୋମବାର ଅପରାହ୍ନ ୨ଟାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.