ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଗୀତ ଗ୍ରାମୀ ପାଇଁ ମନୋନୀତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍‌ର ଲାଭ ଉପରେ ଏକ ଗୀତ ଲେଖିଥିଲେ । ସେହି ଗୀତ ଏବେ ସଙ୍ଗୀତ କ୍ଷେତ୍ରର ସର୍ବଶ୍ରେଷ୍ଠ ପୁରସ୍କାର ଗ୍ରାମୀ ପାଇଁ ମନୋନୀତ ହୋଇଛି । ଗୀତର ଶୀର୍ଷକ ଅବଡେନ୍ସ ଇନ୍ ମିଲେଟ୍ସ ରହିଛି । ଏହି ଗୀତକୁ ଫାଲଗୁନୀ ଶାହ ଓ ତାଙ୍କ ସ୍ୱାମୀ ଗୌରବ ଶାହ କଣ୍ଠ ଦେଇଥିଲେ । ଏହାସହ ସେଡୋ ‘ଫୋର୍ସେସ’ ପାଇଁ ଆରୁଜ ଅଫତାବ, ବିଜୟ ଆୟର … Continue reading ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଗୀତ ଗ୍ରାମୀ ପାଇଁ ମନୋନୀତ