ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଜଣେ ଅଙ୍ଗନୱାଡି କର୍ମୀଙ୍କ ମହତ ଉଦ୍ୟମ – ବାଲ୍ୟ ବିବାହ ମୁକ୍ତ ଗାଁ ହେଲା ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଗାଁ

21/01/2020 at 9:00 PM

ସୁବର୍ଣ୍ଣପୁର ୨୧।୦୧- ବାଲ୍ୟ ବିବାହ ମୁକ୍ତ ଗାଁ ହେଲା ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଗାଁ । ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥା ଚାଲିଥିବା ବେଳେ ଏହାକୁ ରେ।କିବାକୁ ଅଣ୍ଟା ଭିଡିଥିଲେ ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା ।

୨୦୧୯ରେ ଏହି ଗାଁରେ ଦୁଇଟି ବାଲ୍ୟ ବିବାହକୁ ବନ୍ଦ କରି ଗାଁରେ ସଂମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିଛନ୍ତି  । ଗାଁ ଗାଁ ବୁଏି ସମାଜରୁ ଏହି ଘୃନ୍ୟ ପ୍ରଥାକୁ ଦୂରେଇ ବାକୁ ସେଚତନ କରିଥିଲେ ।

ପ୍ରତି ମାସ କିଶୋରୀ ବାଳିକା, ମହିଳା ଓ ପୁରୁଷମାନଙ୍କୁ ନେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରି ବାଲ୍ୟ ବିବାହ ନ କରିବାକୁ ପରାମର୍ଶ ଦେବା ସହ ଏହାର ଆଇନଗତ ଦିଗ ଉପରେ ସଚେତନ କରାଉଥିଲେ ।ତାଙ୍କ ଉଦ୍ୟମରୁ ରୁଗୁଡିପାଲିରେ ବାଲ୍ୟ ବିବାହ ପ୍ରଥା ସଂପୂର୍ଣ୍ଣ ରୂପେ ବନ୍ଦ ହେ।ଇପାରିଛି ।

ଗାଁରେ ବାଲ୍ୟ ବିବାହ ମୁକ୍ତ ଫଳକକୁ ଉନ୍ମେଚେ।ନ କରିଛନ୍ତି ଜିଲ୍ଲାପାଳ । ଜଣେ ଅଙ୍ଗନୱାଡି କର୍ମୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

   Related Posts