ଆଲିଶାନ ଆପାର୍ଟମେଣ୍ଟର ମାଲିକାଣି ହେଲେ ସୋନାକ୍ଷୀ, ଜାଣନ୍ତୁ ଘରର ପୂରା ଦାମ୍
ମୁମ୍ଵାଇ ୧୪।୦୯: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ବର୍ତ୍ତମାନ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ତାଙ୍କ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ନୂଆ ଘରକୁ ନେଇ ଆଲୋଚନାରେ ଅଛନ୍ତି। ନିକଟରେ ଖବର ଆସିଥିଲା ଯେ ଅଭିନେତ୍ରୀ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ତାଙ୍କର ଏହି ସମୁଦ୍ର ମୁହାଁ ଫ୍ଲାଟ ଅତ୍ୟନ୍ତ ବିଳାସପୂର୍ଣ୍ଣ । ବିଶେଷ କଥା ହେଉଛି ତାଙ୍କ ଫ୍ଲାଟ କୋଠାର ଉପର ମହଲାରେ । ଜାଣିଛନ୍ତି କି … Continue reading ଆଲିଶାନ ଆପାର୍ଟମେଣ୍ଟର ମାଲିକାଣି ହେଲେ ସୋନାକ୍ଷୀ, ଜାଣନ୍ତୁ ଘରର ପୂରା ଦାମ୍
Copy and paste this URL into your WordPress site to embed
Copy and paste this code into your site to embed