ରାଣୀ ପଦ୍ମାବତୀଙ୍କ ବିଷୟରେ ବହୁ ତଥ୍ୟ ସମସ୍ତେ ଜାଣନ୍ତି, ହେଲେ ଏହି ୭ଟି ତଥ୍ୟ ସମ୍ପୂର୍ଣ୍ଣ ନୂଆ…
13/10/2019 at 2:41 PM

୧- ରାଣୀ ପଦ୍ମାବତୀଙ୍କର ଆଉ ଏକ ନାଁ ହେଉଛି ରାଣୀ ପଦ୍ମିନୀ। ଚିତୌରଗଢର ରାଣୀ ଥିଲେ ପଦ୍ମାବତୀ।
୨- ଖିଲଜି ବଂଶର ଶାସକ ଅଲାଉଦ୍ଦୀନ ଖିଲଜି ରାଣୀ ପଦ୍ମାବତୀଙ୍କୁ ହାସଲ କରିବାକୁ ଚାହୁଁଥିଲେ। ପଦ୍ମାବତୀଙ୍କୁ ପାଇବା ଉଦେଶ୍ୟରେ ସେ ଚିତୌରଗଢକୁ ପୁରା ନଷ୍ଟ କରିଥିଲେ।

୩- ରାଣୀ ପଦ୍ମୀବତୀ ବହୁତ ସୁନ୍ଦର ଥିଲେ। ସେ ରାଜା ରତନସିଂହଙ୍କ ପତ୍ନୀ ଥିଲେ।
୪- ରାଣୀ ପଦ୍ମୀବତୀଙ୍କ ଜନ୍ମ ସିଂହଳ ଦେଶରେ ହୋଇଥିଲା। ତାଙ୍କ ବାପାଙ୍କ ନାଁ ରାଜା ଗନ୍ଧର୍ବସେନ ଓ ମାଆଙ୍କ ନାଁ ଚମ୍ପାବତୀ ଥିଲା।

୫- ଖିଲଜି ପୋଖରୀରେ ରାଣୀ ପଦ୍ମାବତୀଙ୍କ ପ୍ରତିଛବି ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ପ୍ରେମ କରିଥିଲେ।

୬- ଖିଲଜି ଚିତୌରଗଢ ଉପରେ ଆକ୍ରମଣ କରିବା ଦ୍ବାରା ସେଠାରେ ଭୟଙ୍କର ଯୁଦ୍ଧ ହୋଇଥିଲା।
୭- ଆଲାଉଦ୍ଦୀନ ଦୁର୍ଗ ଯାଏଁ ପହଞ୍ଚିବା ପୂର୍ବରୁ ପଦ୍ମିନୀ ହଜାରରୁ ଅଧିକ ମହିଳାଙ୍କ ସହ ଅଗ୍ନିରେ ଝାସ ଦେଇଥିଲେ।