ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଏହି ୪ ରାଶି ପାଇଁ ସୂର୍ଯ୍ୟଗ୍ରହଣ ଆଣିବ ବଡ଼ ସୁଯୋଗ, ମିଳିବ ସୁଖ ସମୃଦ୍ଧି

25/10/2022 at 7:43 AM

ନୂଆଦିଲ୍ଲୀ ୨୫/୧୦: ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ହେବାକୁ ଯାଉଛି । ଏହି ଗ୍ରହଣର ପ୍ରଭାବ ସବୁ ରାଶି ଉପରେ ଭିନ୍ନ ଭିନ୍ନ ରହିବ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟଗ୍ରହଣ କ୍ଷତିକାରକ ହୋଇପାରେ ଏବଂ ତାଙ୍କର ଅନେକ କାମ ବିଗିଡ଼ିପାରେ। ସେହିଭଳି ୪ ଏଭଳି ରାଶି ଅଛନ୍ତି ଯେଉଁମାନଙ୍କ ପାଇଁ ଏହି ସୂର୍ଯ୍ୟଗ୍ରହଣ ଖୁସି ଆଣିବ। ତେବେ ଆସନ୍ତୁ ଏହି ଚାରି ରାଶି ସଂପର୍କରେ।

ମିଥୁନ ରାଶି: ପରିବାରରେ ଖୁସିର ମାହୋଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଧନଲାଭର ଅନେକ ଅବସର ମିଳିବ। ନିବେଶରେ ଫାଇଦା ହେବ। କୌଣସି ପୁରୁଣା ମକଦ୍ଧମାରେ ଆପଣ ଜିତିପାରନ୍ତି। ନୂଆ ଯାନବାହନ କିଣିପାରନ୍ତି।

ସିଂହ ରାଶି: ଆଜି ହେବାକୁ ଥିବା ଏହି ସୂର୍ଯ୍ୟଗ୍ରହଣରେ ଆର୍ଥିକ ଲାଭର ଅନେକ ଅବସର ସାମ୍ନାକୁ ଆସିବ। ନିବେଶ ପାଇଁ ଅବସର ମିଳିବ ଏବଂ ଅଟକିଥିବା କାମ ଶୀଘ୍ର ହେବ। କାର୍ଯ୍ୟକ୍ଷେତ୍ର ଏବଂ କାରବାରର ମାହୋଲ ଆପଣଙ୍କ ଅନୁକୂଳ ରହିବ। ଅଫିସରେ ଅନେକ ନୂଆ ଦାୟିତ୍ବ ମିଳିପାରେ। ବ୍ୟବସାୟିକ ଯାତ୍ରା କରିପାରନ୍ତି।

ବୃଷ ରାଶି: ଏହି ରାଶିର ଲୋକଙ୍କୁ ଅନେକ ବିଳାସପୂର୍ଣ୍ଣ ସାମଗ୍ରୀ କିଣିପାରନ୍ତି। କାମରେ କିଛି ବାଧା ଆସିପାରେ, କିନ୍ତୁ ସହଯୋଗୀଙ୍କ ସହାୟତାରେ ଆପଣ ତାହାକୁ ଏଡ଼ାଇବାରେ ସକ୍ଷମ ହେବେ। କିଛି ନୂଆ କ୍ଷେତ୍ରରେ ମଧ୍ୟ ନିବେଶ କରିପାରନ୍ତି।

ମୀନ ରାଶି: ଆର୍ଥିକ ପ୍ରସଙ୍ଗରେ ସାବଧାନ ରୁହନ୍ତୁ। ସମ୍ପତ୍ତି କିମ୍ବା ଗାଡ଼ି କିଣିବା ଯୋଗ ରହିଛି। ବ୍ୟବସାୟରେ ଲାଭର ସ୍ଥିତି ରହିବ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି।

   Related Posts