WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମା’ଙ୍କ ମୃଣ୍ମୟ ପ୍ରତିମା ଲାଗି ମାଟି ଶୁଭ ଅନୁକୂଳ, ସୁନିଆଁ ଅବସରରେ ସ୍ୱତନ୍ତ୍ର ନୀତି

26/09/2023 at 5:27 PM

ଚଣ୍ଡୀଖୋଲ ୨୬/୦୯: ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ବ୍ଲକ ଅନ୍ତଗତ ଚଣ୍ଡିଖୋଲ ଦୁର୍ଗା ମଣ୍ଡପରେ ପବିତ୍ର ସୁନିଆଁ ଅବସରରେ ସ୍ୱତନ୍ତ୍ର ନୀତି ହୋଇଥିଲା । ମା’ଙ୍କ ପ୍ରତିମା ନିର୍ମାଣ ଲାଗି ମାଟି ପୂଜନ ହୋଇଥିଲା ।

ଵିଧି ଅନୁଯାଇ ପ୍ରଥମେ ବସୁଧ୍ୟା ପୂଜା, ପାତାଳି ଷୋହଳଟି ଦେବାଦେବୀଙ୍କ ପୂଜା ଅର୍ଚନା ଓ ପରେ ସୂର୍ଯ୍ୟ ପୂଜା, ଗ୍ରାମଦେବତୀଙ୍କ ମାର୍ଜନା ହେବା ସହିତ ହୋମ କରିବା ପରେ ମାଟି ଅନୁକୂଳ ହୋଇଥାଏ । ସେହି ମୂର୍ତ୍ତିକାକୁ ବାଉଁସିଆଁ ଡାଲାରେ ରଖି ଭବ୍ୟ ରୀତି ନୀତିରେ ପୂଜା କରାଯାଇଥାଏ । ଏହି ଦିନଠାରୁ ମାଙ୍କର ମୂର୍ତ୍ତି ନିର୍ମାଣ ଶୁଭାରମ୍ଭ ହୋଇଥାଏ । ବିଶେରେ ଭାବରେ ଆଜି ଠାରୁ ପୂଜା କମିଟି ପକ୍ଷରୁ ସମସ୍ତେ କାର୍ଯ୍ୟ ସୁଚାରୁ ରୂପେ କରିବା ପାଇଁ ପ୍ରସ୍ତୁତି କରି ଥାନ୍ତି l

   Related Posts