ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ନିଜ ବନ୍ଧୁକରୁ ଗୁଳି କରି ଏସ୍‌ଓଜି ଯବାନଙ୍କ ଆତ୍ମହତ୍ୟା

9/06/2019 at 8:59 AM

ରେଢାଖୋଲ ୯|୬: ନିଜ ବନ୍ଧୁକରୁ ଗୁଳି କରି ଏସଓଜି ଯବାନ ଆତ୍ମହତ୍ୟା କରିଛନ୍ତି । ମୃତ ଏସଓଜି ଯବାନ ହେଲେ ଅମିର କୁମାର ସାହୁ । ଅମିର କିସିଣ୍ଡା ଥାନାରେ ନିୟୋଜିତ ଥିଲେ । ତାଙ୍କ ଘର ବରଗଡ ଗାଈସିଲେଟ ଅଞ୍ଚଳରେ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଜାରି ରହିଛି । ଅମିର ଆଜି ସକାଳୁ ଥାନା ଛାତ ଉପରକୁ ଯାଇ ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳି କରିଥିଲେ ।

   Related Posts