Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସ୍ନାନଯାତ୍ରା ନେଇ ସମୀକ୍ଷା ବୈଠକ, ଏଡିଜି ଆଇନଶୃଙ୍ଖଳାଙ୍କ ଅଧ୍ୟକ୍ଷତାରେ ଆଲୋଚନା

13/06/2022 at 12:23 PM

ପୁରୀ ୧୩।୦୬ : ସ୍ନାନଯାତ୍ରାକୁ ନେଇ ପୋଲିସ ପ୍ରଶାସନର ସମୀକ୍ଷା ବୈଠକ ଆରମ୍ଭ। ଟାଉନହଲ୍ ଠାରେ ଏଡିଜି ଆଇନ୍ ଶୃଙ୍ଖଳା ଆର୍. କେ ଶର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ। ବୈଠକରେ ଏଏସଆଇ ରାଙ୍କ୍ ଠାରୁ ଆରମ୍ଭ କରି ତଦୁର୍ଦ୍ଧ ରାଙ୍କ୍ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଉପସ୍ଥିତ।

ସେହିପରି ଶ୍ରୀମନ୍ଦିର ଭିତରେ, ଚତୁର୍ପାଶ୍ୱ ସମେତ ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ କିଭଳି ଧ୍ୟାନ ଦିଆଯିବ, ଭକ୍ତଙ୍କ ସୁରକ୍ଷା, ଆଚରଣ ଉଚ୍ଚାରଣରେ ସଞ୍ଜମତା ରକ୍ଷା ସହ ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ନେଇ ମୁଖ୍ୟତଃ ହେଉଛି ଆଲୋଚନା। ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ।

   Related Posts