ସ୍ମିତାରାଣୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନୀ ତଥା ମହିଳା ସରପଞ୍ଚ ମଧୁସ୍ମିତା- କହିଲେ ସ୍ୱାମୀଙ୍କ ସମ୍ପତ୍ତି ପ୍ରତି ଲୋଭରୁ ଏପରି ହେବା ଭାବୁଛନ୍ତି

Published By : Prameya-News7 Bureau | October 20, 2019 IST

ଯାଜପୁର- ସ୍ମିତାରାଣୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନୀ ତଥା ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ର। ତାଙ୍କ ସ୍ବାମୀଙ୍କୁ ସ୍ମିତାରାଣୀ ଫସାଇ ଦେଇଥିବା ସରପଞ୍ଚ ମଧୁସ୍ମିତା ଅଭିଯୋଗ କରିଛନ୍ତି।

ତେବେ ଉଭୟ ପରିବାର ମଧ୍ୟରେ ଭଲ ସଂପର୍କ ଥିଲା ଏବଂ ସେମାନେ ଏକାଠି ବିଭିନ୍ନ ସ୍ଥାନ ବୁଲିବାକୁ ଯାଆନ୍ତି। ସ୍ମିତାରାଣୀଙ୍କ ପରିବାର ସହ ଭଲ ସମ୍ପର୍କଥିଲା । ଏକାଠି ହୋଇ ସେମାନେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଛନ୍ତି

। ତାଙ୍କ ସ୍ୱାମୀ ଭଲ ଓ ତାଙ୍କୁ ଭାରି ଭଲ ପାଆନ୍ତି । ସେ ଝିଅ ଏପରି ବୋଲି ସରପଞ୍ଚ ଜାଣି ନଥିଲେ ବୋଲି କହିଛନ୍ତି । ସ୍ୱାମୀଙ୍କ ସମ୍ପତ୍ତି ପାଇଁ ଏପରି ତାଙ୍କୁ ଫସାଇଦେବାକୁ ଚେଷ୍ଟା ହୋଇଛି । ସେ ଝିଅ ଏପରି କଲା ବୋଲେ ମହିଳା ସରପଞ୍ଚ ମଧୁସ୍ମିତା କହିଛନ୍ତି । ଦୋଷୀକୁ ଦଣ୍ଡ ମିଳୁ ବୋଲ ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.