scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ମିତାରାଣୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନୀ ତଥା ମହିଳା ସରପଞ୍ଚ ମଧୁସ୍ମିତା- କହିଲେ ସ୍ୱାମୀଙ୍କ ସମ୍ପତ୍ତି ପ୍ରତି ଲୋଭରୁ ଏପରି ହେବା ଭାବୁଛନ୍ତି

20/10/2019 at 11:21 PM

ଯାଜପୁର- ସ୍ମିତାରାଣୀ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନୀ ତଥା ମହିଳା ସରପଞ୍ଚ ମଧୁସ୍ମିତା ଭଦ୍ର। ତାଙ୍କ ସ୍ବାମୀଙ୍କୁ ସ୍ମିତାରାଣୀ ଫସାଇ ଦେଇଥିବା ସରପଞ୍ଚ ମଧୁସ୍ମିତା ଅଭିଯୋଗ କରିଛନ୍ତି।

ତେବେ ଉଭୟ ପରିବାର ମଧ୍ୟରେ ଭଲ ସଂପର୍କ ଥିଲା ଏବଂ ସେମାନେ ଏକାଠି ବିଭିନ୍ନ ସ୍ଥାନ ବୁଲିବାକୁ ଯାଆନ୍ତି। ସ୍ମିତାରାଣୀଙ୍କ ପରିବାର ସହ ଭଲ ସମ୍ପର୍କଥିଲା । ଏକାଠି ହୋଇ ସେମାନେ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଛନ୍ତି

। ତାଙ୍କ ସ୍ୱାମୀ ଭଲ ଓ ତାଙ୍କୁ ଭାରି ଭଲ ପାଆନ୍ତି । ସେ ଝିଅ ଏପରି ବୋଲି ସରପଞ୍ଚ ଜାଣି ନଥିଲେ ବୋଲି କହିଛନ୍ତି । ସ୍ୱାମୀଙ୍କ ସମ୍ପତ୍ତି ପାଇଁ ଏପରି ତାଙ୍କୁ ଫସାଇଦେବାକୁ ଚେଷ୍ଟା ହୋଇଛି । ସେ ଝିଅ ଏପରି କଲା ବୋଲେ ମହିଳା ସରପଞ୍ଚ ମଧୁସ୍ମିତା କହିଛନ୍ତି । ଦୋଷୀକୁ ଦଣ୍ଡ ମିଳୁ ବୋଲ ସେ ସୂଚନା ଦେଇଛନ୍ତି ।

   Related Posts