oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ପାଖରେ ଥିଲେ ସ୍ମାର୍ଟ ଫୋନ୍‌, କଲେଜରେ ନୋ-ଏଣ୍ଟ୍ରି…

30/07/2022 at 1:47 PM

ବ୍ରହ୍ମପୁର ୩୦।୦୭ : ସ୍ମାର୍ଟ ଫୋନ୍‌ ଥିଲେ କଲେଜ କ୍ୟାମ୍ପସ୍‌କୁ ପ୍ରବେଶ ମନା । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟ କ୍ୟାମ୍ପସ୍‌ ଭିତରକୁ ଛାତ୍ରୀମାନଙ୍କୁ  ସ୍ମାର୍ଟ ଫୋନ୍ ନେବାକୁ ବାରଣ କରାଯାଇଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । କଲେଜ୍ ଫାଟକରେ କଡାକଡି ଭାବେ ତଦାରଖ କରାଯାଉଛି।

ସେପଟେ ଯେଉଁ ଛାତ୍ରୀଙ୍କ ଠାରେ ସ୍ମାର୍ଟ ଫୋନ୍ ଥିବା ଜଣାପଡିଲେ ସେହି ଛାତ୍ରୀମାନଙ୍କୁ କଲେଜ ଭିତରକୁ ପ୍ରବେଷ ନିଷେଧ କରିଛନ୍ତି । ତେବେ ଏଭଳି ପଦକ୍ଷେପକୁ କେତେକ ଛାତ୍ରୀ ସ୍ବାଗତ କରିଥିବା ବେଳେ ଅନ୍ୟ କେତେକ ଛାତ୍ରୀ ନାପସନ୍ଦ କରିଛନ୍ତି। ପୂର୍ବରୁ ଏନେଇ କଲେଜ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଥିବା ବେଳେ ଛାତ୍ରୀଙ୍କୁ ଅବଗତ କରାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି । ଆଜି ଠାରୁ ଏହି ନିୟମକୁ ଲାଗୁ କରାଯାଇଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି ।

   Related Posts