ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକକୁ ଗଳା କାଟି ହତ୍ୟା
18/05/2018 at 12:16 PM

କଟକ ମାହାଙ୍ଗା ଝାଡେଶ୍ୱରପୁରରେ ଯୁବକକୁ ଗଳା କାଟି ହତ୍ୟା କରାଯାଇଛି … ଯୁବକ ଜନକ ପ୍ରଭାତ ପ୍ରଧାନ … ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସେହି ଗାଁର ଅଚ୍ୟୁତାନନ୍ଦ ପ୍ରଧାନ ହତ୍ୟା କରିଛି … ଅଭିଯୁକ୍ତକୁ ଗିରଫ କରିଛି ମାହାଙ୍ଗା ପୋଲିସ …