vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଯୁବକକୁ ଗଳା କାଟି ହତ୍ୟା

18/05/2018 at 12:16 PM

କଟକ ମାହାଙ୍ଗା ଝାଡେଶ୍ୱରପୁରରେ ଯୁବକକୁ ଗଳା କାଟି ହତ୍ୟା କରାଯାଇଛି … ଯୁବକ ଜନକ ପ୍ରଭାତ ପ୍ରଧାନ … ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସେହି ଗାଁର ଅଚ୍ୟୁତାନନ୍ଦ ପ୍ରଧାନ ହତ୍ୟା କରିଛି … ଅଭିଯୁକ୍ତକୁ ଗିରଫ କରିଛି ମାହାଙ୍ଗା ପୋଲିସ …

Leave a Reply

   Related Posts