ତଳେ ଶୋଇଲେ କଣ ମିଳିଥାଏ ସୁଫଳ, ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ବିଶେଷଜ୍ଞ...

Published By : Prameya-News7 Bureau | February 11, 2024 IST

ନୂଆଦିଲ୍ଲୀ ୧୧।୦୨; ଆଜିକାଲିକା ଜୀବନଶୈଳୀରେ ସମସ୍ତେ ଖଟରେ ଶୋଇବାକୁ ପସନ୍ଦ କରୁଛନ୍ତି । ଭୂମିରେ ଶୋଇବା ପ୍ରାୟ ଅନେକ ଭୁଲିଗଲେଣି । କିନ୍ତୁ ଭୂମିରେ ଶୋଇବା ଶରୀର ପାଇଁ ଲାଭଦାୟକ ନା କ୍ଷତିକାରକ । ଏହାକୁ ନେଇ କଣ କହିଥାନ୍ତି ବିଶେଷଜ୍ଞ ? ଆସନ୍ତୁ ଜାଣିବା...

{"id":907709,"width":842,"height":594,"sizeSlug":"full","linkDestination":"none"}

ବିଶେଷଜ୍ଞଙ୍କ ଅନୁଯାୟୀ, ତଳେ ଶୋଇବାର ଅନେକ ଲାଭ ମିଳିଥାଏ । ଭୂମିରେ ଶୋଇବା ଦ୍ବାରା ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ । ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଏହା ବହୁତ ଲାଭଦାୟକ। ଭୂମିରେ ଶୋଇବା ଦ୍ବାରା ପିଠି ଓ କାନ୍ଧ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଅଧିକ ସମୟ ବସି କାମ କରିବାରୁ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ।

{"id":907710,"width":839,"height":501,"sizeSlug":"full","linkDestination":"none"}

 ଆଉ ତଳେ ଶୋଇବା ଫଳରେ ଏଥିରୁ ମୁକ୍ତି ମିଳିଥାଏ । ତଳେ ଶୋଇବା ଶରୀରକୁ ଅନେକ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଲୋକମାନେ ଅଧିକ ଖୁସି ଏବଂ ରିଲାକ୍ସ ଅନୁଭବ କରନ୍ତି । ଯାହାଦ୍ବାରା ମାନସିକ ରୋଗ ହେବାର ଭୟ ମଧ୍ୟ କମ୍ ରହିଥାଏ।

{"id":907712,"width":839,"height":528,"sizeSlug":"full","linkDestination":"none"}

 ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ମେରୁଦଣ୍ଡ ଯାହାର ଗଣ୍ଠି ଶରୀରର ନର୍ଭ ସିଷ୍ଟମ୍ ଯୋଡ଼ି ହୋଇ ରହିଥାଏ। ଯେଉଁଥିରେ ପୂରା ଶରୀର ଠିକ ଭାବରେ କାମ କରିବାରେ ସକ୍ଷମ ହୋଇଥାଏ। ତଳେ ଶୋଇବା ଦ୍ବାରା ଏହା ସବୁବେଳେ ଠିକ୍ ରହିଥାଏ।

You Can Read:

wp:embed {"url":"https://www.prameyanews7.com/salmon-fish-reduces-cholesterol-and-have-health-boosting-metabolites/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salmon-fish-reduces-cholesterol-and-have-health-boosting-metabolites/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.