ବର୍ଷେ ହେବ ଖୋଲା ହୋଇନଥିଲା ଛାତ୍ରୀ ନିବାସ, ମିଳିଲା ହାଡ କଙ୍କାଳ
22/05/2022 at 7:22 PM

ନୂଆପଡା, ୨୨/୦୫: ନୂଆପଡ଼ା ବୋଡେନ ଥାନା କର୍ଲ୍ଲାକୋଟ ସମଲେଶ୍ବରୀ ହାଇସ୍କୁଲ ଛାତ୍ରୀ ନିବାସରେ ହାଡ କଙ୍କାଳ ଠାବ ହୋଇଥିବା ଜଣାପଡ଼ିଛି । ଏହି କଙ୍କାଳ ମଣିଷର ନା ପଶୁର ତାହା ଅସ୍ପଷ୍ଟ ରହିଥିବା ବେଳେ ଲୋକେ ଭୟଭିତ ହୋଇଛନ୍ତି । ଲୁଚକାଳି ଖେଳିବା ସମୟରେ ଛୋଟ ପିଲାମାନେ ଏହାକୁ ଦେଖିଥିଲେ । ବର୍ଷେରୁ ଉର୍ଦ୍ଧ୍ୱ ହେବ ଛାତ୍ରୀ ନିବାସ ଖୋଲା ଯାଇନଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଏ ପ୍ରର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପହଞ୍ଚିନଥିବା ଜଣାପଡ଼ିଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022