vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବର୍ଷେ ହେବ ଖୋଲା ହୋଇନଥିଲା ଛାତ୍ରୀ ନିବାସ, ମିଳିଲା ହାଡ କଙ୍କାଳ

22/05/2022 at 7:22 PM

ନୂଆପଡା, ୨୨/୦୫: ନୂଆପଡ଼ା ବୋଡେନ ଥାନା କର୍ଲ୍ଲାକୋଟ ସମଲେଶ୍ବରୀ ହାଇସ୍କୁଲ ଛାତ୍ରୀ ନିବାସରେ ହାଡ କଙ୍କାଳ ଠାବ ହୋଇଥିବା ଜଣାପଡ଼ିଛି । ଏହି କଙ୍କାଳ ମଣିଷର ନା ପଶୁର ତାହା ଅସ୍ପଷ୍ଟ ରହିଥିବା ବେଳେ ଲୋକେ ଭୟଭିତ ହୋଇଛନ୍ତି । ଲୁଚକାଳି ଖେଳିବା ସମୟରେ ଛୋଟ ପିଲାମାନେ ଏହାକୁ ଦେଖିଥିଲେ । ବର୍ଷେରୁ ଉର୍ଦ୍ଧ୍ୱ ହେବ ଛାତ୍ରୀ ନିବାସ ଖୋଲା ଯାଇନଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଏ ପ୍ରର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପହଞ୍ଚିନଥିବା ଜଣାପଡ଼ିଛି ।

   Related Posts