ଖୋଲିଲା ଆଉ ୬ ଗେଟ୍, ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ

Published By : Prameya-News7 Bureau | September 15, 2023 IST

ସମ୍ବଲପୁର ୧୫।୯: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ । ଏହାକୁ ମିଶାଇ ମୋଟ୍ ୨୦ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୧୫ ଫୁଟ ରହିଛି ।

wp:embed {"url":"https://www.prameyanews7.com/four-more-gates-of-hirakud-dam-opened-on-thursday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-more-gates-of-hirakud-dam-opened-on-thursday/
/wp:embed

ହୀରାକୁଦ ଜଳଭଣ୍ଡାରରୁ ୨ ଲକ୍ଷ ୨୯ ହଜାର ୪୫୮ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ଜଳଭଣ୍ଡାରରୁ ୨ ଲକ୍ଷ ୬୭ ହଜାର ୫୭୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ୱରେ ୧୩ଟି ଗେଟ୍ ଖୋଲା ଥିବାବେଳେ ଦକ୍ଷିଣ ପାର୍ଶ୍ୱରେ ୭ଟି ଗେଟ୍ ଖୋଲା ରହିଛି ।

You Can Read :

wp:embed {"url":"https://www.prameyanews7.com/tamando-police-will-take-remand-honeytrap-queen-iranis-husband/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tamando-police-will-take-remand-honeytrap-queen-iranis-husband/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.