ବଡ଼ବିଲ ୧୪।୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କଞ୍ଚନପୁର ସ୍ଥିତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୬ ଲୁଟେରା ଗିରଫ । ଲୁଟେରା ମାନଙ୍କ ଠାରୁ ୫୦ ହଜାର ଟଙ୍କା ଜବତ ହୋଇଛି । ଏହାସହ ୭ଟି ମୋବାଇଲ, ୩ଟି ବାଇକ୍ ଓ ଝାଡ଼ଖଣ୍ଡରେ ଗୋଟିଏ ବସ୍ ମଧ୍ୟ ଜବତ କରିଥିବା ଚମ୍ପୁଆ ଏସଡିପିଓ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ୩ ତାରିଖ ରାତିରେ ଲୁଟ୍ ହୋଇଥିଲା ।
You Can Read:
ସେବାଶ୍ରମରୁ ପିଲାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ, ନିରାଶ ହୋଇ ଫେରିଲେ ଶିଶୁ ସୁରକ୍ଷା ଅଧିକାରୀ