scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୬ ଯବାନ ଆହତ

11/01/2023 at 10:42 PM

ରାଉରକେଲା ୧୧/୦୧: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏପରି ଅଘଟଣ ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତ କୋହାନର ତୁମ୍ଭାହାକା ଜଙ୍ଗଲରେ ଘଟିଛି। ଖବର ଅନୁସାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରିବା ବେଳେ ସେମାନଙ୍କୁ ଦେଖି ମାଓବାଦୀମାନେ ଆକ୍ରମଣ କରିଥିଲେ। ଏହାପରେ ପାଲଟା ଜବାବ ସହିତ ସୁରକ୍ଷାକର୍ମୀ ସେମାନଙ୍କୁ ପ୍ରତିଆକ୍ରମଣ ଆରମ୍ଭ କରିଥିଲେ।

ଶେଷରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ (୧) ଅଜୟ ଲିଣ୍ଡା, (୨) ସାହାରୁଖ ଖାନ୍, (୩) ଭାଗତ ସିଂହ୍ ରାୟ, (୪) ମୁକେଶ କୁମାର ସିଂହ (୫) ଆଲୋକ ଦାସ (୬) ବିରପାଲ ସିଂହ  ତୋମାର।  ସମସ୍ତ ଆହତ ଯବାନଙ୍କୁ ଏୟାର ଲିଫ୍ଟ କରି ରାଞ୍ଚିରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ମାଓବାଦୀ ଲୁଚି ରହିଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି।

   Related Posts