ଦ୍ବାରଶୁଣୀ ଘାଟିରେ ବସ୍କୁ ଧକ୍କା ଦେଇ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ୫ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର ଆହତ
4/03/2020 at 2:40 PM

ବାରିପଦା ୪।୩: ମୟୁଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ‘ଆନନ୍ଦ’ ନାମକ ଏକ ଯାତ୍ରୀବାହୀ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍ ।

ଫଳରେ ଭାରସାମ୍ୟ ହରାଇ ଟ୍ରକ୍ଟି ୫୦ ଫୁଟ୍ ତଳକୁ ଖସିପଡିଛି । ଦୁର୍ଘଟଣାରେ ବସ୍ ରେ ଥିବା ୫ ଜଣ ଯାତ୍ରୀଙ୍କ ସମେତ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ।

ସେଥିମଧ୍ୟରୁ ୨ଜଣ ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023