ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଝିଅ ଘରକୁ ସାଦ ଭାର ଦେବାକୁ ଯିବାବେଳେ ଘାଟିରେ ଓଲଟିଲା ଅଟୋ, ୬ ଆହତ ମେଡିକାଲରେ ଭର୍ତ୍ତି

24/09/2021 at 5:16 PM

ଆନନ୍ଦପୁର ୨୪।୯: କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଶାଳଚୁଆ ଘାଟିରେ ଏକ ଅଟୋ ଓଲଟି ପଡିବାରୁ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ବ୍ରେକ୍ ଫେଲ୍ ଯୋଗୁଁ ଅଟୋ ଦୁର୍ଘଟଣା ହୋଇଥିବା ଡ୍ରାଇଭର କହିଛନ୍ତି ।

ସୁଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ପଣଷଡିହା ଗାଁର ପ୍ରତାପ ପୂର୍ତ୍ତି ନିଜ ପରିବାର ଓ ବନ୍ଧୁବାନ୍ଧବ ମୋଟ୍ ୯ ଜଣ ସଦସ୍ୟ ଅଟୋ ଯୋଗେ କାଠକଟା ଗାଁରେ ଝିଅ ଘରକୁ ସଦ ଦେବାକୁ ଯାଉଥିଲେ । ବାଟରେ ଶାଳଚୁଆ ଘାଟିଠାରେ ନିୟନ୍ତ୍ରଣ ହରାଇ ଅଟୋଟି ଓଲଟି ପଡିଥିଲା । ଫଳରେ ୬ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts