ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍‌, ୬ ଗୁରୁତର

Published By : Prameya-News7 Bureau | December 01, 2023 IST

ଭଦ୍ରକ ୦୧।୧୨ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/seven-person-lost-hie-life-in-ghatagaon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/seven-person-lost-hie-life-in-ghatagaon/
/wp:embed

ଖବର ଅନୁଯାୟୀ, ଭଦ୍ରକ ସହର ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବା ବେଳେ ଗେଲପୁର ନିକଟରେ ଘଟିଲା ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ହାଇଓ୍ୱାକୁ ଧକ୍କା ଦେଲା କାର୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  

wp:embed {"url":"https://www.prameyanews7.com/kabhi-khushi-kabhi-gham-actress-malvika-raj-tie-knot-in-goa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kabhi-khushi-kabhi-gham-actress-malvika-raj-tie-knot-in-goa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.