ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ପରିବାରର ୬ ବଖରା ଘର

ଭଦ୍ରକ ୨୧।୧୧: ଜଳିଗଲା ନଗଦ ଦେଢ଼ ଲକ୍ଷ ଟଙ୍କା ସହ ୬ ବଖରା ଘର । ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ପରିବାରର ୬ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଅଚକ ପଞ୍ଚାୟତ ସେଠୀସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗୋଟିଏ ପରିବାରର ୪ ବଖରା ଘର । ଏଥିସହ ପଡୋଶୀଙ୍କ ୨ ବଖରା … Continue reading ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ପରିବାରର ୬ ବଖରା ଘର