ଅନେକ ରୋଗକୁ ମାତ୍ ଦେବ ଧଳା ଆମ୍ବ, ଜାଣନ୍ତୁ କଣ ମିଳିବ ଫାଇଦା…

ନୂଆଦିଲ୍ଲୀ ୦୪।୦୬: ଗ୍ରୀଷ୍ମଋତୁ ଆରମ୍ଭ ହେବା ମାନେ ଆସିଯାଇଥାଏ ଆମ୍ବ । ଆଉ ଆମ୍ବ ପ୍ରେମୀଙ୍କ ଯୋଗୁଁ ବଢିବାକୁ ଲାଗିଥାଏ ଆମ୍ବର ଚାହିଦା । ଆମ୍ବର ଅନେକ ଭେରାଇଟ୍ ଯେପରିକି ମାଲଦା, ଦୁସେହେରୀ, ଟୋଟାପାରି, ହାପୁସ୍, ସିନ୍ଧୁରା ଇତ୍ୟାଦି ଅନେକ ପ୍ରକାରର ରହିଛି । ସାଧାରଣତଃ ଆପଣ ସମସ୍ତେ ଏସବୁର ସ୍ବାଦ ଚାଖିଥିବେ କିନ୍ତୁ ଆପଣ କେବେ ଧଳା ଆମ୍ବ ଖାଇଛନ୍ତି କି ? ହଁ ଧଳା ଆମ୍ବ … ଧଳା ଆମ୍ବ ବାଣୀ ନାମରେ ଜଣାଶୁଣା … Continue reading ଅନେକ ରୋଗକୁ ମାତ୍ ଦେବ ଧଳା ଆମ୍ବ, ଜାଣନ୍ତୁ କଣ ମିଳିବ ଫାଇଦା…