suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

୬ଟି ବଲରେ ୬ଟି ଛକା ମାରିବା ଦକ୍ଷତା ଏହି ଖେଳାଳିଙ୍କ ପାଖରେ ରହିଛି…

18/07/2019 at 4:36 PM

ନୂଆଦିଲ୍ଲୀ୧୮|୭: କ୍ରିକେଟ ଜଗତରେ ବହୁ ଅଭିଜ୍ଞ ଖେଳାଳୀ ଅଛନ୍ତି ହେଲେ ଗୋଟିଏ ଓଭର ୬ଟି ଛକା ମାରିବା ଦକ୍ଷତା ବହୁତ କମ୍ ଖେଳାଳିଙ୍କ ପାଖରେ ଅଛି। ଅତୀତରେ ୟୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ। କ୍ରିକେଟ ଜଗତର ୬ ଜଣ ଖେଳାଳିଙ୍କ ଗୋଟିଏ ଓଭରରେ ୬ଟି ମାରିବାର ଦକ୍ଷତା ରହିଛି।

୧- ଭାରତୀୟ ଟିମର ଦମଦାର ଖେଳାଳି ହାର୍ଦ୍ଦିକ ପାଣ୍ଡିୟା ତାଙ୍କ ଖେଳକୁ ସବୁ କ୍ରିକେଟପ୍ରେମୀ ପସନ୍ଦ କରନ୍ତି। ୨୦୧୯ ବିଶ୍ବକପରେ ଯଦିଓ ଭଲ ଖେଳ ପ୍ରଦର୍ଶନ କରିପାରି ନଥିଲେ। ତଥାପି ଗୋଟିଏ ଓଭରରେ ୬ଟି ଛକା ମାରିବାର ଦକ୍ଷତା ତାଙ୍କ ପାଖରେ ରହିଛ ।

୨- ଅଷ୍ଟ୍ରେଲିଆର ଡାଭିଡ଼ ଓ୍ବାର୍ନର ଜଣେ ସୁଦକ୍ଷ ଖେଳାଳି ଭାବେ ପରିଚିତ । ଅଷ୍ଟ୍ରେଲିଆ ଟିମର ଦମଦାର ଓପନର ଡାଭିଡ଼ ଗୋଟିଏ ଓଭରରେ ୬ଟି ଛକା ମାରି ପାରିବେ।

୩- ଭାରତୀୟ କ୍ରିକେଟ ଟିମର ରୋହିତ ଶର୍ମା ଜଣେ ଧୂଆଁଦାର ଖେଳାଳି। ପ୍ରତ୍ୟେକ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଥାଏ। ଚଳିତ ବିଶ୍ବକପରେ ୩ଟି ଶତକ ହାସଲ କରିଛନ୍ତି। ଯଦି ତାଙ୍କ ଦକ୍ଷତା କଥା କହିବା ତେବେ ସେ ୧ ଓଭରରେ ୬ଟି ଛକା ମାରି ପାରିବେ।

୪- ବଡ଼ ସଟ ଖେଳିବାର ମାଷ୍ଟର ବେନ ଷ୍ଟୋକ୍ସ । ତାଙ୍କ ଲମ୍ବା ସଟରୁ ଜଣା ପଡ଼େ ଯେ, ସେ ଓଭରରେ ୬ଟି ଛକା ମାରିପାରିବେ।

୫- ଜହନି ବେୟରଷ୍ଟୋ ଜଣେ ଧୂଆଁଦାର ଖେଳାଳି। ପ୍ରତ୍ୟେକ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନ ଥାଏ। ତାଙ୍କ ବ୍ୟାଟ ଚାଳନା ଅତି ଚମତ୍କାର। ସେ ବଡ଼ ସଟ ଖେଳିବାର ମଧ୍ୟ ମାହିର ତେଣୁ ୧ ଓଭରରେ ୬ଟି ଛକା ସେ ମାରି ପାରିବେ।

୬- ଇଂଲଣ୍ଡର ଟିମର ଅଧିନାୟକ ୟୁଓନ ମୋର୍ଗାନ ଜଣେ ସୁଦକ୍ଷ  ବ୍ୟାଟ୍ସମ୍ୟାନ । ଇଂଲଣ୍ଡ ଟିମର ବିପର୍ଯ୍ୟସ୍ତ ପରିସ୍ଥିତିରେ ଟିମର ଭାର ସମ୍ଭାଳିଥାନ୍ତି। ଚଳିତ ବିଶ୍ବକପରେ ସେ ୧୭ଟି ଛକା ମାରିଥିଲେ। ତାଙ୍କ ବ୍ୟାଟିଂ ଚାଳନା ଅତି ଚମତ୍କାର ତେଣୁ ୧ ଓଭରରେ ୬ଟି ଛକା ମୋର୍ଗାନ ମାରି ପାରନ୍ତି।

   Related Posts