Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ଡକାୟତି ଘଟଣାରେ ୬ ଡକାୟତ ଗିରଫ

3/10/2019 at 3:20 PM

ଜୟପୁର ୩।୧୦: ଗତମାସ ୧୩ ତାରିଖ ଦିନ କୋରାପୁଟ ନିକଟସ୍ଥ ନନ୍ଦିଗାଁରେ ହୋଇଥିବା ଡକାୟତି ଘଟଣାର ଅନୁସନ୍ଧାନ କରି ଆଜି କୋରାପୁଟ ସଦର ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଏହି ୬ ଜଣଙ୍କ ମଧ୍ୟରେ ବିସିଙ୍ଗପୁର ଥାନା ଅଂଚଳର ବି-ଜାନୀଗୁଡା ଗ୍ରାମର ପବିତ୍ର ଖୋସଲା, ନରେଶ ଖରା ଓ ତୁଳାରାମ ହରିଜନଙ୍କ ସମେତ କଦମଗୁଡାର ଲାଲୁ ହିଆଲ ଓ ପଟିଆସିଲର ରମେଶ ଖରା ଏବଂ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଂଚଳର ଝାରକଣ୍ଡାପୁରୀ ଗ୍ରାମର ଅଜନ ଆଶା ରହିଥିବା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ଡକାୟତ ମାନେ ନନ୍ଦିଗାଁରେ ଜଣଙ୍କ ଘରୁ ୭୪ହଜାର ଟଙ୍କା, ଗହଣା ଓ ୧୫ ଲିଟର ପେଟ୍ରୋଲ ନେଇଯାଇଥିବା ବେଳେ ପୋଲିସ ତାଙ୍କଠାରୁ ୫୦ହଜାର ଟଙ୍କା ଓ ଗହଣା ତଥା ସେମାନେ ବ୍ୟବହାର କରିଥିବା ୩ଟି ବାଇକ୍ ଜବତ କରିଥିବା ଜଣାପଡିଛି ।

   Related Posts