ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ମହା ଆଡମ୍ବରରେ ଚାଲିଛି ଶୀତଳ ଷଷ୍ଠୀ ଯାତ୍ରା, ନଗର ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଯୁଗଳ ଦର୍ଶନ

6/06/2022 at 8:18 AM

ସମ୍ବଲପୁର ୦୬।୦୬: ସମ୍ବଲପୁରରେ ଶୀତଳଷ୍ଠୀ ଯାତ୍ରାର ଧୁମ୍ । ରାତିରେ ମହା ଆଳତୀ ପରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିଛନ୍ତି ଦେବ ଦମ୍ପତ୍ତି । ବିରାଟ ପଟୁଆରାରେ ବାହାରି ନଗର ଭ୍ରମଣ କରୁଛନ୍ତି ନନ୍ଦପଡାର ବାଲୁଙ୍କେଶ୍ବର ବାବା, ମୋଦିପଡାର ଜାଗେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ନବ ଦମ୍ପତ୍ତି । ଗତକାଲି ରାତିରେ ମହା ଆଳତୀ ପରେ ନଗର ଭ୍ରମଣ ଆରମ୍ଭ ହୋଇଥିଲା । ଦେବୀ ପାର୍ବତୀଙ୍କୁ ସାଙ୍ଗରେ ଧରି ବିରାଟ ପଟୁଆରାରେ ନଗର ଭ୍ରମଣ କରୁଛନ୍ତି ବାଲୁଙ୍କେଶ୍ବର ବାବା ।



   Related Posts