ମହା ଆଡମ୍ବରରେ ଚାଲିଛି ଶୀତଳ ଷଷ୍ଠୀ ଯାତ୍ରା, ନଗର ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଯୁଗଳ ଦର୍ଶନ

Published By : Prameya-News7 Bureau | June 06, 2022 IST

ସମ୍ବଲପୁର ୦୬।୦୬: ସମ୍ବଲପୁରରେ ଶୀତଳଷ୍ଠୀ ଯାତ୍ରାର ଧୁମ୍ । ରାତିରେ ମହା ଆଳତୀ ପରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିଛନ୍ତି ଦେବ ଦମ୍ପତ୍ତି । ବିରାଟ ପଟୁଆରାରେ ବାହାରି ନଗର ଭ୍ରମଣ କରୁଛନ୍ତି ନନ୍ଦପଡାର ବାଲୁଙ୍କେଶ୍ବର ବାବା, ମୋଦିପଡାର ଜାଗେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବାଙ୍କ ସମେତ ସମସ୍ତ ଯାତ୍ରା କମିଟିର ନବ ଦମ୍ପତ୍ତି । ଗତକାଲି ରାତିରେ ମହା ଆଳତୀ ପରେ ନଗର ଭ୍ରମଣ ଆରମ୍ଭ ହୋଇଥିଲା । ଦେବୀ ପାର୍ବତୀଙ୍କୁ ସାଙ୍ଗରେ ଧରି ବିରାଟ ପଟୁଆରାରେ ନଗର ଭ୍ରମଣ କରୁଛନ୍ତି ବାଲୁଙ୍କେଶ୍ବର ବାବା ।

wp:html /wp:html



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.