କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ ଆରମ୍ଭ

Published By : Prameya-News7 Bureau | June 18, 2019 IST

କଟକ ୧୮|୬: କଟକରେ କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ ଆରମ୍ଭ ହୋଇଛି । ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକର ଆରମ୍ଭ ହୋଇଛି । ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଆୟୋଜିତ ବୈଠକରେ କ୍ରାଇମବ୍ରାଞ୍ଚ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର, ବାଣିଜ୍ୟକର ଓ ଖଣି ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି । କଳାଟଙ୍କା କାରବାର ସମ୍ପର୍କରେ ବୈଠକରେ ଚାଲିଛି ଆଲୋଚନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.