ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ ଆରମ୍ଭ

18/06/2019 at 11:58 AM

କଟକ ୧୮|୬: କଟକରେ କଳାଧନ ସମ୍ପର୍କିତ ଏସ୍ଆଇଟି ବୈଠକ ଆରମ୍ଭ ହୋଇଛି । ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକର ଆରମ୍ଭ ହୋଇଛି । ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଆୟୋଜିତ ବୈଠକରେ କ୍ରାଇମବ୍ରାଞ୍ଚ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର, ବାଣିଜ୍ୟକର ଓ ଖଣି ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଅଛନ୍ତି । କଳାଟଙ୍କା କାରବାର ସମ୍ପର୍କରେ ବୈଠକରେ ଚାଲିଛି ଆଲୋଚନା ।

   Related Posts