Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପାଣିରେ ବୁଡି ୫ ବର୍ଷର ଶିଶୁ ମୃତ

4/09/2022 at 10:34 AM

ରାଉରକେଲା, ୦୪|୦୯:  ପାଣିରେ ବୁଡି ଚାଲିଗଲା ଶିଶୁ ପୁତ୍ରର ଜୀବନ । ଏକ ୫ ବର୍ଷର ଶିଶୁ ପାଣିରେ ବୁଡି ପ୍ରାଣ ହରାଇଛି । ଏପରି ଅଭାବନୀୟ ଘଟମା ଘଟିଛି ସୁନ୍ଦରଗଡ ଜିଲ୍ଲା  ବଣାଇ ଥାନା  ବାବୁ ନୂଆଗାଁରେ ।

ସୂଚନାନୁସାରେ, ଗାଁରେ ଏକ ପାଣି ଭର୍ତ୍ତି ମୋରମ କଣି ରହିଛି । ଏହି ଗାତରେ ଶିଶୁଟି ଖସି ପଡିଥିଲା । ଫଳରେ ତାର ଜୀବନ ଚାଲିଯାଇଥିଲା । ଖଣିରେ ଅଧିକ ପାଣି ଥିବାରୁ ଶିଶୁଟି ନଜାଣିପାରି ଖସି ପଡିଥିବା କୁହାଯାଉଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶିଶୁଟିର ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

   Related Posts