oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ରୋହିତ୍‌ଙ୍କ ଫିଲ୍ମ ‘ସିଂଘମ୍-୩’ର କନସେପ୍ଟକୁ ନେଇ ଖୁଲାସା, କାଶ୍ମୀର ଆର୍ଟିକିଲ୍ ୩୭୦ ଉପରେ ହେବ ଆଧାରିତ

12/11/2021 at 9:26 AM

ନୂଆଦିଲ୍ଳୀ ୧୨।୧୧ : ବହୁ ଲୋକପ୍ରିୟ ଫିଲ୍ମ ନିର୍ମାତା ରୋହିତ୍ ସେଟ୍ଟୀଙ୍କ ଫିଲ୍ମ“ସୂର୍ଯ୍ୟବଂଶୀ”ର ସଫଳତା ପାଇଛି । ଏଥିପାଇଁ ରେହିତଙ୍କ ପାଦ ତଳେ ଲାଗୁନି । ବର୍ତ୍ତମାନ ଏବେ ସୂର୍ଯ୍ୟବଂଶୀ ‘ସିଂଘମ୍-୩’ ତିଆରି କରିବା ପାଇଁ ପ୍ଲାନିଂ କରୁଛନ୍ତି । ଏବେ ‘ସିଂଘମ୍-୩’କୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । “ସିଂଘମ ରିଟର୍ଣ୍ଣସ୍” ର ସକ୍ସେସ୍ ପରେ ରୋହିତ୍ ପୁଣି ଏକ ବ୍ଲକବଷ୍ଟର୍ ଫିଲ୍ମ ତିଆରି କରିବା ପାଇଁ ଯୋଜନା କରୁଥିବାର ଖବର ସାମନାକୁ ଆସିଛି । ତେବେ “ସିଙ୍ଘମ-୩” ଫିଲ୍ମର ଶୁଟିଂ କାଶ୍ମୀରର କିଛି ରିୟଲ୍ ଲୋକେସନ୍ ରେ କରାଯିବ । ଫିଲ୍ମରେ ଅଜୟ ଦେବଗନ୍ ଶାନ୍ତି ପାଇଁ ଆଣ୍ଟି-ନ୍ୟାସନାଲ୍ ଏଲିମେଣ୍ଟଙ୍କ ସହ ଲଢ଼ୁଥିବା ନଜର ଆସିବେ ।

ରୋହିତ୍ ସେଟ୍ଟୀଙ୍କ ଫିଲ୍ମ “ସୂର୍ଯ୍ୟବଂଶୀ”ର ସଫଳତା ପରେ ସିଙ୍ଘମ-୩ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହାକୁ ମଧ୍ୟ ପୋଲିସ୍ କପ୍ ସିରିଜ୍ ର ଏକ ଅଂଶ ବୋଲି କୁହାଯାଉଛି । ଫିଲ୍ମର ଡ୍ରାଫ୍ଟ ଉପରେ ଏବେ କାମ ଜାରି ରହିଥିବା ବେଳେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ଏହା ସତ କାହାଣୀ ଉପରେ ଆଧାରିତ ହୋଇଥିବା ଶୁଣିବାକୁ ମିଳୁଛି। ଫିଲ୍ମର କନସେପ୍ଟକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ରହିଛନ୍ତି । ହେଲେ ଫିଲ୍ମ ନିର୍ମାତାଙ୍କ ଠାରୁ ଏନେଇ କୌଣସି ଅଫିସିଆଲ୍ ସୂଚନା ଦିଆଯାଇନାହିଁ ।

ମିଡିଆ ରିପୋର୍ଟଙ୍କ କହିବାକୁ କଥା ଯେ, ଫିଲ୍ମ ବଡ଼ ପରଦାରେ ସ୍ୱାଧୀନତା ଦିବସ ୨୦୨୩ ରେ ରିଲିଜ୍ ହେବ । ଖୁବ୍ ଶୀଘ୍ର ଏହାର ଶୁଟିଂ ପାଇଁ କାଶ୍ମୀର, ଦିଲ୍ଲୀ ଓ ଗୋଆରେ ଆରମ୍ଭ କରିବେ ରୋହିତ୍ ସେଟ୍ଟୀ । ସିଙ୍ଘମ-୩ର କନସେପ୍ଟ ଆର୍ଟିକଲ୍ ୩୭୦ ଉପରେ ଆଧାରିତ ହେବ ।

   Related Posts