ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଦଶହରାର ଅନ୍ତିମ ଦିବସ, ବିଜୟା ଦଶମୀରେ ହେଲା ସିନ୍ଦୁର ଖେଳ

5/10/2022 at 12:18 PM

ସମ୍ୱଲପୁର ୦୫/୧୦: ଆଜି ହେଉଛି ବିଜୟା ଦଶମୀ । ମାଆ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ । ଏହି ସମୟଟି ଅତ୍ୟନ୍ତ ଦୁଃଖ ଦାୟକ ଅଟେ । କାରଣ ମାଆ ଆସିଥାନ୍ତି ତାଙ୍କ ବାପ ଘରକୁ । ମାଆ ଙ୍କୁ ପାଖରେ ପାଇ ସମସ୍ତେ ଖୁସିଥାନ୍ତି । ହେଲେ ଦଶହରା ଦିନ ମାଆ ମେଲାଣି ନିଅନ୍ତି ।

ମାଆଙ୍କୁ ବିଦାୟ ଦେବା ସମୟରେ ବଙ୍ଗାଳି ସମ୍ପ୍ରଦାୟର ଲୋକେ ମାଆ ଙ୍କୁ ସିନ୍ଦୁର ଲଗାଇ ମିଠା ଖୁଆଇଥାନ୍ତି । ମାଆଙ୍କୁ ସିନ୍ଦୁର ଲଗାଇ ସାରିଲା ପରେ ସଧବା ମହିଳା ମାନେ ନିଜ ନିଜ ଭିତରେ ସିନ୍ଦୁର ଲଗାଇବା ସହ ମିଠା ଖୁଆଇଥାନ୍ତି । ମାଆ ଙ୍କ ଠାର ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ତେବେ ସମ୍ବଲପୁର ବଙ୍ଗାଲିପଡାରେ ଧୁମଧାମରେ ଚାଲିଛି ମାଙ୍କ ସିନ୍ଦୁର ଖେଳ ପର୍ବ ।

   Related Posts