suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ

9/12/2022 at 1:23 PM

କଣ୍ଟାବାଞ୍ଜି,୦୯/୧୨: ଗିରଫ ହେଲେ ସିନ୍ଧେକେଲା ଆଇଆଇସି ଆଲୋକ ବେହେରା । ଲାଞ୍ଚନେଲା ବେଳେ ବରଗଡ଼ ଭିଜିଲାନ୍ସ ହାବୁଡରେ ପଡ଼ିଥିଲେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍‌ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା ଓ ଥାନାବାବୁଙ୍କ ସରକାରୀ ଘରରେ ଭିଜିଲାନ୍ସ ଚଢ଼ାଉ କରିଥିବା ବିଭାଗ ।

   Related Posts