ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
9/12/2022 at 1:23 PM

କଣ୍ଟାବାଞ୍ଜି,୦୯/୧୨: ଗିରଫ ହେଲେ ସିନ୍ଧେକେଲା ଆଇଆଇସି ଆଲୋକ ବେହେରା । ଲାଞ୍ଚନେଲା ବେଳେ ବରଗଡ଼ ଭିଜିଲାନ୍ସ ହାବୁଡରେ ପଡ଼ିଥିଲେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା ଓ ଥାନାବାବୁଙ୍କ ସରକାରୀ ଘରରେ ଭିଜିଲାନ୍ସ ଚଢ଼ାଉ କରିଥିବା ବିଭାଗ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023