previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଅଗଷ୍ଟ ୧ତାରିଖରୁ ମାଆ ଲକ୍ଷ୍ମୀଙ୍କର ପ୍ରିୟ ଏହି ୪ଟି ରାଶି ଥିବା ବ୍ୟକ୍ତିଙ୍କର ବଦଳିଯିବ ଭାଗ୍ୟ : ହେବ ଧନ ବର୍ଷା

30/07/2019 at 12:29 PM

କୁହାଯାଏ ମନୁଷ୍ୟଙ୍କ ଜୀବନରେ ରାଶିର ଅତ୍ୟଧିକ ମହତ୍ତ୍ବ ରହିଛି। ପ୍ରତିଦିନ ହେଉଥିବା ପରିବର୍ତ୍ତନ ଏବଂ ପ୍ରଭାବକୁ ରାଶି ଜଣାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୪ଟି ରାଶି ବିଷୟରେ କହିବା ଯାହାର ଭାଗ୍ୟ ପରିବର୍ତ୍ତନ ହେବ। ଏହି ୪ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀ କୃପା ବର୍ଷା କରିବେ। ଆସନ୍ତା ଭବିଷ୍ୟତରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଆସନ୍ତୁ ଜାଣିବା ଏହି ୪ଟି ରାଶିଗୁଡ଼ିକ ବିଷୟରେ

କୁମ୍ଭ,ତୁଳା : ଆପଣଙ୍କୁ ନିଜର କଠିନ ପରିଶ୍ରମ ପାଇଁ ପୁରସ୍କାର ମିଳିପାରେ। ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ଅଟକିଥିବା ଧନ ମିଳିବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣଙ୍କ ସାହସ ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ପାଇବାରେ ସାହାଯ୍ୟ କରିବ। ଆପଣଙ୍କୁ ଆରାମ ପାଇଁ ଅନେକ କମ୍ ସମୟ ମିଳିବ।

ବୃଷ,ମିଥୁନ : ରାସ୍ତାରେ ଗାଡ଼ି ଚଲାଉଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ ଆପଣଙ୍କ ଜୀବନ ସାଥୀଙ୍କ ତରଫରୁ କୈାଣସି ଖୁସି ଖବର ଶୁଣିବାକୁ ମିଳିପାରେ।

   Related Posts