ଆନନ୍ଦପୁରରେ ବଢ଼ିଲା ସଟଡାଉନ୍ ଅବଧି…
27/08/2020 at 7:40 PM

ଆନନ୍ଦପୁର୨୭/୮: ଆନନ୍ଦପୁରରେ ବଢ଼ିଲା ସଟଡାଉନ୍ ଅବଧି। ଆସନ୍ତା ୩ ତାରିଖ ଯାଏଁ ଆନନ୍ଦପୁରରେ ସଟଡାଉନ୍ ଜାରି ରହିବ। କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି।