ଖତରନାକ୍‌ ଶୁଭମନ୍ : ଅହମ୍ମଦାବାଦ୍‌ ଷ୍ଟାଡିୟମ୍‌ରେ ଗର୍ଜୁଛି ଗିଲ୍‌ଙ୍କ ବ୍ୟାଟ୍‌, ନିଜ ନାଁରେ କରିଛନ୍ତି ରେକର୍ଡର ବର୍ଷା

ଅହମ୍ମଦାବାଦ ୨୭।୦୫ : ଏବେ ଚାରିଆଡେ ଗିଲ୍ ଚର୍ଚ୍ଚା । ଭାରତୀୟ କ୍ରିକେଟ୍‌ ଟିମ୍‌ର ଏହି ଷ୍ଟାର ଓପନରଙ୍କ ଭାରି ପସନ୍ଦ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ । ଯେତେବେଳେ ବି ଏହି ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳନ୍ତି । ସେତେବେଳେ କିଛି ନା କିଛି ରେକର୍ଡକୁ ନିଜ ନାମରେ କରିଥାନ୍ତି ଏହି ଯୁବ ବ୍ୟାଟର । ତେବେ ଆସନ୍ତୁ ଜାଣିବା ଅହମ୍ମଦାବାଦରେ ଗିଲ୍‌ଙ୍କ ରେକର୍ଡ…. ୨୬ ମେ (ଶୁକ୍ରବାର) ବି ଏମିତି କିଛି ରେକର୍ଡ କରିଥିଲେ … Continue reading ଖତରନାକ୍‌ ଶୁଭମନ୍ : ଅହମ୍ମଦାବାଦ୍‌ ଷ୍ଟାଡିୟମ୍‌ରେ ଗର୍ଜୁଛି ଗିଲ୍‌ଙ୍କ ବ୍ୟାଟ୍‌, ନିଜ ନାଁରେ କରିଛନ୍ତି ରେକର୍ଡର ବର୍ଷା