ସେଞ୍ଚୁରୀ ପରେ ଶ୍ରେୟସଙ୍କ ମନର କଥା ; ୨୦୧୧ରେ ସାଙ୍ଗଙ୍କ ସହ ବସି ମୁଁ ଖେଳ ଦେଖିଥିଲି, ଆଉ କହିଥିଲି…

ମୁମ୍ବାଇ ୧୬।୧୧ : ସ୍ୱପ୍ନ ହେଲା ସତ । ୨୦୧୧ରେ ଦେଖିଥିବା ସ୍ୱପ୍ନ ଆଜି ସତ ହୋଇଛି । ସାରା ବିଶ୍ୱ ଦେଖିଲା ଏହି ଯୁବ ବ୍ୟାଟରଙ୍କ ଦମ୍‌ଦାର ଖେଳ । ଆଉ ସାଖି ରହିଲେ କୋଟି କୋଟି ଦର୍ଶକ । ବିଶ୍ୱକପ୍‌ ୨୦୨୩ର ସେମି ମୁକାବିଲାରେ ଶ୍ରେୟସ ଆୟର ଖେଳିଲେ ମ୍ୟାଚ୍‌ ଓ୍ୱିନିଙ୍ଗ ପାରି । ବିଶ୍ୱକପ୍‌ ୨୦୨୩ରେ ପ୍ରଥମ ସେମି ଫାଇନାଲ ବୁଧବାର ଦିନ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ … Continue reading ସେଞ୍ଚୁରୀ ପରେ ଶ୍ରେୟସଙ୍କ ମନର କଥା ; ୨୦୧୧ରେ ସାଙ୍ଗଙ୍କ ସହ ବସି ମୁଁ ଖେଳ ଦେଖିଥିଲି, ଆଉ କହିଥିଲି…