ଐତିହ ପରିକ୍ରମା ପ୍ରକଳ୍ପ: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସିଂହ ଦ୍ୱାର ପର୍ଯ୍ୟନ୍ତ ରାସ୍ତା ବନ୍ଦ
6/01/2023 at 11:49 AM

ପୁରୀ ୦୬/୦୧: ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସିଂହଦ୍ଵାର ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ବନ୍ଦ। ଐତିହ ପରିକ୍ରମା ପ୍ରକଳ୍ପ ତିଆରି କାମ ଚାଲିଥିବାରୁ ରାସ୍ତା ବନ୍ଦ କରାଯାଇ ଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟତ କାର୍ଯ୍ୟ ବନ୍ଦ ରହିଛି। ଉଭୟ ପାଖରେ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି।