ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଯୁବକଙ୍କୁ ସ୍କୁଟର ପଛରେ ବାନ୍ଧି ବୁଲାଇବା ଘଟଣା, ଟ୍ରାଫିକ୍‌ ହାବିଲ୍‌ଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌

17/10/2022 at 10:10 PM

କଟକ, ୧୭/୧୦: ଯୁବକଙ୍କୁ ସ୍କୁଟର ପଛରେ ବାନ୍ଧି ବୁଲାଇବା ଘଟଣାରେ ଆକ୍ସନ ମୋଡ୍‌ରେ ଡିସିପି। ଚଣ୍ଡିଛକରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଡିସିପି । କାର୍ଯ୍ୟରେ ଅବହେଳା ନେଇ ନୋଟିସ ଜାରି କଲେ ଡିସିପି । ସାତ ଦିନ ମଧ୍ୟରେ ଉତ୍ତର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

   Related Posts