କଟକ, ୧୭/୧୦: ଯୁବକଙ୍କୁ ସ୍କୁଟର ପଛରେ ବାନ୍ଧି ବୁଲାଇବା ଘଟଣାରେ ଆକ୍ସନ ମୋଡ୍ରେ ଡିସିପି। ଚଣ୍ଡିଛକରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଡିସିପି । କାର୍ଯ୍ୟରେ ଅବହେଳା ନେଇ ନୋଟିସ ଜାରି କଲେ ଡିସିପି । ସାତ ଦିନ ମଧ୍ୟରେ ଉତ୍ତର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।
ଏ ହେଉଛି କେଜ୍ରିୱାଲଙ୍କ ‘ଚମକୁଥିବା’ ଦିଲ୍ଲୀ...ଭିଡିଓ...